ମଦ୍ୟପ ପୁଅ ର ଉନ୍ମତା କାଣ୍ଡ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗଡ ବାଡି ପଞ୍ଚାୟତ ଅନ୍ତର୍ଗତ କାମା ପେଟାମାହା ଗ୍ରାମ ରେ ସୋମବାର ଦିନ ଅପରାହ୍ନ 3 ଘଣ୍ଟା ସମୟରେ ବାପା ସୋଇଥିବା ସମୟରେ ମଦ୍ୟପ ପୁଅ ରୁକେଶ ପ୍ରଧାନ ଯାହାର ଆନୁମାନିକା ବୟସ 24 ବର୍ଷ ହେବ ତାଙ୍କ ବାପା ହାଡ଼ିଆ ପ୍ରଧାନ(80) ଙ୍କୁ ଶୋଇଥିବା ବେଳେ ଲୁହା ରଡ଼ ରେ ପିଟି ପିଟି ହତ୍ୟା କରିଅଛି । ଖବର ପାଇ ଘଟଣାସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇ ହତ୍ୟା କାରି ଅଭିଯୁକ୍ତ ପୁଅ ରୁକେଶ ପ୍ରଧାନ ଙ୍କୁ ଗିରଫ କରି ଥାନା କୁ ଆଣିଥିବା ଦେଖିବାକୁ ମିଳିଅଛି । ଏହି ଘଟଣା ପରେ କାମା ପେଟାମାହା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *