ନବ ନିର୍ବାଚିତ କେନ୍ଦ୍ରୀୟ କମିଟି ଙ୍କ ଶୋକ ପ୍ରକାଶ

* *ଆସିକା:-୦୫/୦୯/୨୦୨୪ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଙ୍କ ଏମ୍ ସ ହସ୍ପିଟାଲ ରେ ସନ୍ଧ୍ୟା ସମୟେ ପରଲୋକ ଘଟିଲା।ଆଳିୟ ଖଣ୍ଡାୟତ ସମାଜ ର କେନ୍ଦ୍ରୀୟ କୂଳାଧିପତି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି ଓ ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ ପ୍ରଶାନ୍ତ ନାୟକ ଙ୍କ ଅକାଳ ବିୟୋଗ ରେ ଶୋକ ପ୍ରକାଶ କରିଛନ୍ତି।ପାଟୁଳିସାହି ଗ୍ରାମ ର ପ୍ରଶାନ୍ତ ନାୟକ ଙ୍କ ବିୟୋଗରେ ପୁଣି ଏକ ଅପୂରଣୀୟ କ୍ଷତି ଘଟିଛି ଆଳୀୟ ଖଣ୍ଡାୟତ ସମାଜ ର।ସେ ଜଣେ ମେଳାପି ମିଷ୍ଠ ଭାସି ସ୍ୱଭାବର ଥିଲେ। ଆଳିୟ ଖଣ୍ଡାୟତ ସମାଜ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ ୫ ମଣ୍ଡଳ ସଭାପତି ଓ ଶାଖା ସଭାପତି, ସମ୍ପାଦକ ଓ କର୍ମ କର୍ତ୍ତା ବୃନ୍ଦ ଯଥା ବରଗାଁ ମଣ୍ଡଳ ସଭାପତି ଶ୍ରୀ କାଳୁ ଚରଣ ପ୍ରଧାନ,ଖଲିଙ୍ଗି ମଣ୍ଡଳ ସଭାପତି ଶ୍ରୀ ସଞ୍ଜୟ କୁମାର ରାଉତ,ଶିଆଳିଆ ମଣ୍ଡଳ ସଭାପତି ଶ୍ରୀ ଶିବ ସ୍ବାଇଁ,ଜକର ସଭାପତି ଶ୍ରୀ କବିରାଜ ମାହାନ୍ତି,ନବଘନ ନାହାକ,ଦ୍ବିତିକୃଷ୍ଣ ବିଶ୍ବାଳ, ଭଗବାନ ମାହାନ୍ତି, କପିଳେଶ୍ୱର ବିଶ୍ବାଳ ଏବଂ ପ୍ରତ୍ୟେକ ମଣ୍ଡଳ ସଂପାଦକ ତଥା କର୍ମ କର୍ତ୍ତା ବୃନ୍ଦ ସମସ୍ତେ ନିରବ ପ୍ରାର୍ଥନା କରିଥିଲେ ଆମର ଆତ୍ମା ପାଇଁ। ପରିଶେଷରେ ସଂଗଠନ ସମ୍ପାଦକ ଶ୍ରୀ ଯୁକ୍ତ ସରୋଜ କୁମାର ଭଞ୍ଜ ଶୋକ ସଭା କୁ ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *