ଆଚରଣ ବିଧି ଉଲଙ୍ଘନ କଲା ବିଜେଡି

-, ଟିଟିଲାଗଡ଼ ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୨୪/୦୫/୨୪ ରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅଛି , କିନ୍ତୁ ତା ଆଗରୁ ପୋଷ୍ଟର ଓ ହୋଡିଂ ଲାଗିଲା | ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଟିଟିଲାଗଡ଼ ରେ | ,

ଟିଟିଲାଗଡ଼ ପୋଲିସ ଥାନା ପାଖରେ, ସିଟି ସ୍କୁଲ ପାଖରେ ଓ ବିଭିନ୍ନ ଦୋକାନରେ, ଏହାକୁ ସମ୍ପୁର୍ଣ୍ଣ ବିରୋଧ କରିଛନ୍ତି | କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ବୀରେନ୍ଦ୍ର ବାଗ ଓ ଏହି ପୋଷ୍ଟର କୁ ନେଇ ଟିଟିଲାଗଡ଼ ସ୍ବଚ୍ଛା ସେବୀ ସଙ୍ଗଠନ ଓ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ରେ ବିଜେଡି ଦଳର ତିନି ଗୋଟି ହୋଡିଂ କୁ ନେଇ ନିର୍ବାଚନ ବିଧି ଉଲଙ୍ଘନ ନେଇ ସ୍ଥାନୀୟ ବିଜେଡି ଦଳ ତରଫରୁ ପୌରପରିସଦ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନଅ ହଜାର ଟଙ୍କା ଜୋରିମାନ ଆଦାୟ କରାଯାଇଛି। ରାଜ୍ୟରେ ଏହା ପ୍ରଥମ ଘଟଣା ଟିଟିଲାଗଡ଼ ହୋଡିଂ କୁ ନେଇ ନଅ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଅଛି।

Leave a Reply

Your email address will not be published. Required fields are marked *