ସିରିୟାର ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ

-ସିରିୟାର ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ
-ପୂର୍ବତନ ରାଷ୍ଟ୍ରପତି ତଥା ପଦଚ୍ୟୁତ ଏକଛତ୍ରବାଦୀ ଶାସକ ବସର ଅଲ-ଅସାଦ
-ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ ସିରିୟାର ଏକ କୋର୍ଟ
-ସାନ ଭାଇ ମାହେର ଅଲ୍ ଅସାଦଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡ ଶୁଣାଇଲେ କୋର୍ଟ
-ଯୁଦ୍ଧ ଅପରାଧ ଓ ମାନବିକତା ବିରୋଧରେ ଅପରାଧ ସଂପର୍କିତ ମାମଲାରେ ଦଣ୍ଡ
-ଅସାଦଙ୍କ ଶାସନ କାଳରେ ୧୩ ବର୍ଷ ଧରି ଗୃହଯୁଦ୍ଧ ହୋଇଥିଲା
-ଗୃହଯୁଦ୍ଧରେ ପ୍ରାୟ ୬ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା
-ଗୃହଯୁଦ୍ଧ ପରେ ବର୍ତ୍ତମାନ ମସ୍କୋରେ ନିର୍ବାସିତ ଜୀବନଯାପନ କରୁଛନ୍ତି ଅସାଦ

Leave a Reply

Your email address will not be published. Required fields are marked *