ରସାୟନ ବିଜ୍ଞାନ ବିଭାଗରେ ବିଦାୟ କାଳୀନ ସଭା
ରସାୟନ ବିଜ୍ଞାନ ବିଭାଗରେ ବିଦାୟ କାଳୀନ ସଭା ଆନନ୍ଦପୁର ମହାବିଦ୍ୟାଳୟର ରସାୟନ ବିଜ୍ଞାନ ,,ବିଭାଗ ରେ ବିଦାୟ କାଳୀନ ସଭାଡ଼କ୍ଟର ଶେଖର ପ୍ରସାଦ ଦେବତା ଙ୍କ ସଭାପତିତ୍ୟ ରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଅଛି.l ବିଜ୍ଞାନ ଗାରଆସିଷ୍ଟାଣ୍ଟ ସ୍ଥିତପ୍ରଜ୍ଞା ଜେନା ସରକାରୀ ଚାକିରୀ ପାଇବାରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି.ମୁଖ୍ୟ ଅତିଥି ଶିବଚରଣ ବେହେରା ଯୋଗଦେଇ ସୁଶ୍ରୀ ଜେନା ଙ୍କ ଅବଦାନ ସମ୍ବଧରେ ଆଲୋଚନା କରିଥିଲେ.ଡ଼କ୍ଟର ନିମାଇଁ ଚରଣ ରାଉତ,ପ୍ରଫୁଲ୍ଲ କୁମାର ପଣ୍ଡା,ବିଶ୍ୱରଂଜନ ସାହୁ,ଆଦ୍ୟାଦେବ ମହାନ୍ତି,ସଂଘମିତ୍ରା ରାଉତ,ଶ୍ରୀଲେଖା ସାହୁ ପାର୍ଥ ସାରଥୀ ବେଜ ପ୍ରମୁଖ ଯୋଗ ଦେଇ ଥିଲେ.ରସାୟନ ବିଜ୍ଞାନ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
