ଉପକୂଳ ସମୁଦ୍ରରେ ମାଛଧରା ନିଷେଧ
ଉପକୂଳ ସମୁଦ୍ରରେ ମାଛଧରା ନିଷେଧ-ଆଜିଠୁ ଜୁନ୍ ୧୪ ଯାଏଁ ଉପକୂଳ ସମୁଦ୍ରରେ ମାଛଧରା ନିଷେଧ-୬୧ ଦିନ ପାଇଁ କଟକଣା ଲାଗୁ କଲେ ରାଜ୍ୟ ସରକାର-ମତ୍ସ୍ୟ ସଂପଦର ସଂରକ୍ଷଣ ପାଇଁ କଟକଣା ଲାଗୁ-ନିୟମ ଉଲ୍ଲଙ୍ଘନ କଲେ ଜରିମାନା ଦେବେ ମତ୍ସ୍ୟଜୀବୀ