ବନ୍ୟା_ପ୍ରଭାବିତ_୩_ଜିଲ୍ଲା_ପାଇଁ_ମୁଖ୍ୟମନ୍ତ୍ରୀଙ୍କ_ପ୍ୟାକେଜ୍

#ବନ୍ୟା_ପ୍ରଭାବିତ_୩_ଜିଲ୍ଲା_ପାଇଁ_ମୁଖ୍ୟମନ୍ତ୍ରୀଙ୍କ_ପ୍ୟାକେଜ୍
-ବନ୍ୟା ପ୍ରଭାବିତ ୩ ଜିଲ୍ଲା ପାଇଁ ବଡ଼ ଘୋଷଣା
-ଗଞ୍ଜାମ, ଗଜପତି, କନ୍ଧମାଳ ପାଇଁ ବଡ଼ ଘୋଷଣା
-ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
-ପ୍ରଭାବିତ ପରିବାରକୁ ୫୦ କିଗ୍ରା ଚାଉଳ ସହ ୨୫୦୦ ଟଙ୍କା
-ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨ ହଜାର ଟଙ୍କା
-ଅଣସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା
-ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା
-ଜମିରୁ ପଟୁ ହଟାଇବାକୁ ହେକ୍ଟର ପିଛା ୧୮ ହଜାର ଟଙ୍କା
-ଚାଷୀଙ୍କୁ ୧ ଲକ୍ଷ ୭୫ ହଜାର ଟଙ୍କାର ମିନି କିଟ୍‌ ଦିଆଯିବ
-କ୍ଷତିଗ୍ରସ୍ତ ଗୃହ ନିର୍ମାଣ ପାଇଁ ଟଙ୍କା ଦେବେ ସରକାର
-କ୍ଷତିଗ୍ରସ୍ତ ଘର ପାଇଁ ୬ ହଜାର ଟଙ୍କା ମିଳିବ
-ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ୪ ହଜାର ଟଙ୍କା
-ସମତଳ ଅଞ୍ଚଳ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା
-ପାର୍ବତ୍ୟ ଅଞ୍ଚଳ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା
-ଗୁହାଳ ଘର ପାଇଁ ୩ ହଜାର ଟଙ୍କା ଦିଆଯିବ: ମୁଖ୍ୟମନ୍ତ୍ରୀ
-କୁଡ଼ିଆ ଘର ପାଇଁ ୮ ହଜାର ଟଙ୍କା: ମୁଖ୍ୟମନ୍ତ୍ରୀ
-ଗାଈ ପାଇଁ ୩୫ ହଜାର ଟଙ୍କା, କୁକୁଡ଼ା ପାଇଁ ୧୦୦ ଟଙ୍କା
-ପ୍ରଭାବିତ ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ
-ପ୍ରଭାବିତ ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ
-କ୍ଷତିଗ୍ରସ୍ତ ବଡ଼ ଦୋକାନ ପାଇଁ ୨୫ ହଜାର ଟଙ୍କା
-ବ୍ୟବସାୟ ପ୍ରତିଷ୍ଠାନ ପୁନରୁଦ୍ଧାର ପାଇଁ ସବ୍‌ସିଡି
-ପ୍ରତି ପ୍ରତିଷ୍ଠାନକୁ ମିଳିବ ୩ ଲକ୍ଷ ଟଙ୍କାର ସବ୍‌ସିଡି
-କ୍ଷତିଗ୍ରସ୍ତ ମାଛ ଚାଷୀଙ୍କୁ ହେକ୍ଟର ପିଛା ୫୫୦୦ ଟଙ୍କା

Leave a Reply

Your email address will not be published. Required fields are marked *