ଗଜପତି ଙ୍କ ନିଷ୍ପତ୍ତି କୁ ଇସ୍କନ ବାଙ୍ଗାଲୋର ର ସମର୍ଥନ
ଗଜପତିଙ୍କନିଷ୍ପତ୍ତିକୁଇସ୍କନବାଙ୍ଗାଲୋରରସମର୍ଥନ
-ଗଜପତି ମହାରାଜାଙ୍କୁ ଚିଠି ଲେଖିଲା ଇସ୍କନ ବାଙ୍ଗାଲୋର
-ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନିଷ୍ପତ୍ତିକୁ ଇସ୍କନ ବାଙ୍ଗାଲୋରର ସମର୍ଥନ
-ଶ୍ରୀଜଗନ୍ନାଥ ମନ୍ଦିର ରୂପକ ମୂଳପୀଠର ନିୟମ ଅନୁଯାୟୀ ରଥଯାତ୍ରା ପାଳନ କରାଯିବ
-ଗଜପତି ବଂଶର ଗୌରବମୟ ଐତିହ୍ୟକୁ ଆଗକୁ ନେବାର ପ୍ରଚେଷ୍ଟାକୁ ପ୍ରଶଂସା କରାଯାଇଛି
-ଶ୍ରୀମନ୍ଦିର ପଞ୍ଜିକା ଅନୁସାରେ ନିର୍ଦ୍ଧାରିତ ତିଥିରେ ସମସ୍ତ ରୀତିନୀତି ପାଳନ ହେବ
-ଇସ୍କନ କେବଳ ନିର୍ଦ୍ଧାରିତ ୯ ଦିନିଆ ଅବଧି ମଧ୍ୟରେ ରଥଯାତ୍ରା କରିବ
