ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂ ମୁକ୍ତି ନିର୍ଦ୍ଦେଶ_ସୂଚନା
ଅଗଷ୍ଟ୧୫ସୁଦ୍ଧାଦାରାସିଂମୁକ୍ତିନିର୍ଦ୍ଦେଶ_ସୂଚନା
-ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂଙ୍କୁ ଜେଲ୍ରୁ ମୁକ୍ତି ପାଇଁ ନିର୍ଦ୍ଦେଶ
-ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସୂଚନା
-ଏନେଇ ସୂଚନା ଦେଲେ ଦାରା ସିଂଙ୍କ ଓକିଲ ଏପି ସିଂ
-ଯଦି ଅଗଷ୍ଟ ୧୫ ସୁଦ୍ଧା ନ ଛାଡ଼ନ୍ତି, ତାହେଲେ ଅଗଷ୍ଟ୧୯ରେ ପୁଣି ଶୁଣାଣି
-ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲା
-ଦୀର୍ଘ ୨୬ ବର୍ଷ ଜେଲ୍ରେ ରହିଛନ୍ତି ଦାରା ସିଂ
