ଭଦ୍ରକରେ ଗାନ୍ଧୀ ଜୟନ୍ତୀ ପାଳନ
ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇ ପ୍ବବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉଦଘାଟନ କରିବା ସହ ସହର କୁ କିଛି ସମୟ ପାଇଁ ସ୍ୱଚ୍ଛ କରିଥିଲେ ଆଜିର ଏହି ପବିତ୍ର ଦିନ ରେ ଏଭଳି କାର୍ଯ୍ୟକ୍ରମ ସ୍ୱତଃପ୍ରୋତଃ ଭାବେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହି ଗାନ୍ଧୀ ପଡିଆ ସ୍ଥିତ ଗାନ୍ଧୀ ଙ୍କ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।
ରିପୋର୍ଟ- ପୁନିଲ କୁମାର ସାମନ୍ତ।
