ଆନନ୍ଦ ଉଲ୍ଲାସ ର ସହିତ ପାଳିତ ହେଲା ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଠାରେ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ଆନନ୍ଦ ଉଲ୍ଲାସ ର ସହିତ ପାଳିତ ହୋଇ ଯାଇଅଛି। ଚୁନପଲି ଛକ ଠାରୁ ଆରମ୍ଭ କରି ବେରେଡ଼ାକିଆ ପର୍ଯ୍ୟନ୍ତ ବିଭିନ୍ନ ଛକ ମାନଙ୍କ ରେ ବଡ଼ ବଡ଼ ପେଣ୍ଡାଲ ରେ ଅଗ୍ରପୂଜ୍ୟ ଗଜାନନ ପୂଜା ପାଉଥିବା ବେଳେ ବିଭିନ୍ନ ବିଦ୍ୟାଳୟ ମହା ବିଦ୍ୟାଳୟ ରେ ମଧ୍ୟ ପୂଜା ପାଉଥିବା ଦେଖିବାକୁ ମିଳିଅଛି। ପାଗ ଶୁଖିଲା ରହିଥିବା ସକାଶେ ସାଜସଜ୍ଜା ଦେଖିବାକୁ ଲୋକ ଙ୍କ ଲମ୍ବା ଭିଡ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *