ସୁଭଦ୍ରା ଯୋଜନା ପୋର୍ଟାଲ ସମ୍ପୁର୍ଣ୍ଣ ଅଚଳ
ସୁଭଦ୍ରା ଯୋଜନା ର ଲାଭ ଉଠେଇବା ସକାଶେ ଓଡ଼ିଶାର ପୁରପଲ୍ଲୀର ମହିଳାମାନେ ଜନସେବା କେନ୍ଦ୍ର ରେ ଅହେତୁକ ଭିଡ଼ ଜମାଉଛନ୍ତି। କିନ୍ତୁ ଗତ କାଲି ରାତ୍ର ଠାରୁ ସାଇଡ ଖୋଲୁ ନାହିଁ।ଏହାର କାରଣ ଜନ ସେବା କେନ୍ଦ୍ର ର ସଦସ୍ୟ କୁ ପଚାରିବୁଝିବାରୁ ସେ କହିଲେ ଗତ କାଲି ରାତ୍ର ଠାରୁ କେହି ହେ୍କର ପୋର୍ଟାଲ କୁ ସମ୍ପୁର୍ଣ୍ଣ ହେ୍କ କରିଛି ଯାହା ଦ୍ବାରା ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି।ଜମା ସୁଭଦ୍ରା ପୋର୍ଟାଲ ଖୋଲୁ ନାହିଁ। ସୁଚନା ପ୍ରକାରେ ସରକାର ଅବଗତ କରାଇଛନ୍ତି ଏହାର କୈାଣସି ସମୟ ସିମା ନାହିଁ।ଅଯଥା ଭିଡ଼ ନ ଜମାଇ ସୁରୁଖୁରୁରେ ଅନ ଲାଇନ ଆବେଦନ କରିପାରିବେ।
