ଧୁମ୍ ଧାମ ଗଜାନନ ଙ୍କ ପୂଜା ଅର୍ଚ୍ଚନା ଦେଖିବାକୁ ମିଳୁଛି
, ଗଜାନନ ଙ୍କ ପୂଜା ପାଇଁ ଗ୍ରାମ ବାସି ବହୁତ ଆନନ୍ଦିତ ହେଉଛନ୍ତି। ଏହି ଗ୍ରାମ ର ଲୋକମାନେ ଗଜାନନ ଙ୍କ ର ପୂଜା ବହୁତ ଧୁମ୍ ଧାମ ରେ ଗଜାନନ ପୂଜା ଅର୍ଚ୍ଚନା କରନ୍ତି।ରାଇଘର ବ୍ଲକ ପଞ୍ଚାୟତ ମହଣ୍ଡ ଅନ୍ତର୍ଗତ ମହଣ୍ଡ DNK ଗ୍ରାମ ଠାରେ ହେଉଥିବା ଗଜାନନ ଙ୍କ ର ପୂଜା ଅର୍ଚ୍ଚନା ରେ ହୁଳହୁଳି ଶଙ୍ଖ ଧ୍ୱନି ରେ ଗ୍ରାମ କମ୍ପି ଉଠୁଛି।

ଏହି ଗ୍ରାମ ରେ 6 , ରୁ 7 ଦିନ ଧରି ଗଜାନନ ଙ୍କ ର ପୂଜା ଅର୍ଚ୍ଚନା କରୁଛନ୍ତି। ଏହ ମହଣ୍ଡ ଗ୍ରାମ ର ଲୋକମାନେ ୬ ରୁ ୭ ଦିନ ଧରି ସନ୍ଧ୍ୟା ୬ ଟା ରୁ ରାତି ୮ ଠ ଟା ପ୍ରର୍ଯ୍ୟନ୍ତ ଗଜାନନ ଙ୍କ ର ସଂଗ କୀର୍ତ୍ତନ କରୁଛନ୍ତି । ଏହି ମହଣ୍ଡ ଗ୍ରାମ ରେ ରାତି ୯ ଟା ରୁ ନୁଆ ନୁଆ ଅନୁଷ୍ଠାନ ଦେଖିବାକୁ ମିଳୁ ଥାଏ । ମହଣ୍ଡ ଗ୍ରାମ ର ପୂଜା କମିଟି ପ୍ରାନ୍ତ ବିଶ୍ୱାସ ,ମନୋ ମଜୁମଦାର ,ତଥା ଗ୍ରାମ ର ସମସ୍ତ ଲୋକ ମିଶି କି ପୂଜା ର କାର୍ଯ୍ୟକ୍ରମ କରୁଛନ୍ତି।
