ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କର 21 ତମ ଶ୍ରାଦ୍ଧ ଦିବସ
-ଜଗତସିଂହପୁର ଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କର 21 ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି ।

ବଶନ୍ତ ବିଶ୍ୱାଳ ସ୍ମୃତି ପରିଷଦ ଆମୁକୁଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ସ୍ୱର୍ଗତ ବିଶ୍ବାଳଙ୍କ ର ସ୍ମୃତି ଚାରଣ କରିଥିଲେ ।
ଜଗତସିଂହପୁର ରୁ ରିତା ସାହୁ
