ପଦର ଅପବ୍ୟବହାର କରିଥିଲେ ଗଙ୍ଗୱାର
ପଦର_ଅପବ୍ୟବହାର_କରିଥିଲେ_ଗଙ୍ଗୱାର-୮ ଜଣ କନଷ୍ଟେବଲଙ୍କୁ ଘର କାମରେ ଲଗାଉଥିଲେ ଦୟାଲ ଗଙ୍ଗୱାର-ସୌମ୍ୟଙ୍କ ସମେତ ୮ରୁ ଅଧିକ କନଷ୍ଟେବଲଙ୍କୁ ଘରୋଇ କାର୍ଯ୍ୟରେ ବ୍ୟବହାର-କ୍ରାଇମବ୍ରାଞ୍ଚ ରିପୋର୍ଟରେ ହେଲା ବଡ଼ ଖୁଲାସା-ସୌମ୍ୟଙ୍କୁ ମାନସିକ ନିର୍ଯାତନା ନେଇ ବାପା ମା’ଙ୍କ ଅଭିଯୋଗ ପରେ ତଦନ୍ତ-ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ଗତକାଲି ନିଲମ୍ବନ କରିଥିଲେ ମୁଖ୍ୟମନ୍ତ୍ରୀ
