ଗ୍ୟାସ ଟାଙ୍କି ଫାଟି ଏକ ଆଜବେଷ୍ଟ ଘର ଭାଙ୍ଗି ନଷ୍ଟ ହୋଇଯାଇଛି

କାମାକ୍ଷାନଗରଆଙ୍କର, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସା ଗାଁ ରେ ଗ୍ୟାସ ଟାଙ୍କି ଫାଟି ସୁବାସ ମହାପାତ୍ର ଙ୍କ ଏକ ଆଜବେଷ୍ଟ ଘର ସମ୍ପୂର୍ଣ ଭାଙ୍ଗି ଯାଇଛି,ତେବେ ତାଙ୍କ ସ୍ତ୍ରୀ ଗ୍ୟାସ ରେ ରୋଷଇ କରୁଥିବା ବେଳେ, କୌଣସି କାରଣ ରୁ ଗ୍ୟାସ ଲିକ ହେବା ଟାଙ୍କି ଟି ଫାଟି ଯାଇଥିଲା |ଫଳରେ ଜୋର ରେ ଶବ୍ଦ ହେବା ସହ ଆଜବେଷ୍ଟ ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଛି|ସେପଟେ କିନ୍ତୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ରୋଷଇ କରୁଥିବା ତାଙ୍କ ସ୍ତ୍ରୀ |ତେବେ ଏ ନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ, ଅଗ୍ନିଶମ ବାହିନୀ ପହଁଚି ଗ୍ୟାସ ଟାଙ୍କିଙ୍କୁ ଜବତ କରିବା ସହ କ୍ଷୟକ୍ଷତି ର ଆକଳନ କରିଛନ୍ତି |

Leave a Reply

Your email address will not be published. Required fields are marked *