ସରକାର କିଣିବେନି ପେଟ୍ରୋଲ ଡିଜେଲ ଗାଡ଼ି-
ସରକାର କିଣିବେନି ପେଟ୍ରୋଲ ଡିଜେଲ ଗାଡ଼ି-ଆଉ ପେଟ୍ରୋଲ୍ ଡିଜେଲ୍ ଗାଡ଼ି କିଣିବେନି ରାଜ୍ୟ ସରକାର-ଏପରି ସୂଚନା ଦେଲେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା-ତୈଳ ଖର୍ଚ୍ଚ ୧୦% କମାଇବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି-EV ଗାଡ଼ି ବ୍ୟବହାର ପାଇଁ ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ଦିଆଯାଇଛି-ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ କାର୍ଯ୍ୟକାରୀ କରି କାରକେଡ୍ ମଧ୍ୟ କମା ଯାଇଛି
