ଓଡିଶାରେ ୧୮ରୁ ଖୋଲିବ ସ୍କୁଲ
ଓଡିଶାରେ ୧୮ରୁ ଖୋଲିବ ସ୍କୁଲ -ରାଜ୍ୟରେ ୧୮ ତାରିଖରୁ ଖୋଲିବ ସ୍କୁଲ ବୋଲି ସୂଚନା ଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ -ଏବେ ମୌସୁମୀ ଆସୁଛି, ପାଗ ଥଣ୍ଡା ପଡ଼ିଲାଣି -ଛୁଟି ବଢ଼ିବା ନେଇ ସେମିତି କିଛି ସ୍ଥିତି ନାହିଁ-୧୮ ତାରିଖ ବେଳକୁ ଗରମ ଥିଲେ, ସ୍ଥିତି ଦେଖି ନିଷ୍ପତ୍ତି -ପିଲାଙ୍କ ପାଠପଢ଼ା ଗୁରୁତ୍ବ ଦୃଷ୍ଟିରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି
