ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଡ୍ରାଇଭର ମହାସଂଘର ନୂତନ ସଙ୍ଘ ଗୃହ ପାଇଁ ଭୂମି ପୂଜନ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଡ୍ରାଇଭର ମହାସଂଘର ନୂତନ ସଙ୍ଘ ଗୃହ ପାଇଁ ଭୂମି ପୂଜନ ମାଇଛେଳି ପଞ୍ଚାୟତ ରେ ଅନୁଷ୍ଠିତ। ଅତିଥିଭାବେ ମାଇଛେଳି ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ତଥା ସମାଜ ସେବି ଦାଶରଥି ପ୍ରଧାନ ମହୋଦୟ ଉପସ୍ଥିତ ରହି ଶୁଭ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି।

Leave a Reply

Your email address will not be published. Required fields are marked *