ବିଜେଡିରେ_ଥିଲି_ଅଛି_ଓ_ରହିବି
ବିଜେଡିରେ_ଥିଲି_ଅଛି_ଓ_ରହିବି- #ବିକ୍ରମ_ଆରୁଖ-ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ପରେ ବିକ୍ରମ ଆରୁଖଙ୍କ ପ୍ରତିକ୍ରିୟା-ଏହାକୁ ଗୁଜବ ଓ ଅସତ୍ୟ କହିଲେ ବିକ୍ରମ ଆରୁଖ-ମୁଁ ବିଜେଡିରେ ଥିଲି, ଅଛି ଓ ରହିବି-ମୁଁ ବିଜେଡିର ପ୍ରତିଷ୍ଠାତା ସଦସ୍ୟ-ଦଳ ପ୍ରତିଷ୍ଠା ହେବା ଦିନ ଠାରୁ ଆନ୍ତରିକତା ସହ କାମ କରିଛି-ମୁଁ ଏବେ ବିଜେଡିର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଅଛି-‘ବ୍ୟକ୍ତିଗତ ଅସୁବିଧା ଯୋଗୁଁ ଗୋଟେ ଦୁଇଟି ବୈଠକରେ ଯୋଗ ଦେଇ ପାରିନି-ଏହାକୁ ନେଇ ଯଦି ଆଲୋଚନା ହୁଏ, ମୁଁ ଅନ୍ୟ ଦଳକୁ ଯିବି,ତାହା ଅମୂଳକ l
