ରାଜ୍ୟରେ ବଢୁଛି ତାତି
୧୪ ସହର ୪୦ ପାର୍-ରାଜ୍ୟରେ ବଢୁଛି ତାତି; ୧୪ ସହର ୪୦ ପାର୍-୪୩.୭ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ-ଝାରସୁଗୁଡ଼ା ୪୩.୬, ଭବାନୀପାଟଣା ୪୨.୫ ଡିଗ୍ରୀ-ହୀରାକୁଦ, ବଲାଙ୍ଗିର, ଓ ସମ୍ବଲପୁର ୪୨.୨ ଡିଗ୍ରୀ-ରାଉରକେଲା ୪୧.୬, ସୁନ୍ଦରଗଡ଼ ୪୧.୫, ନୂଆପଡ଼ା ୪୧ ଡିଗ୍ରୀ-ସୋନପୁର ୪୦.୬, ବରଗଡ଼ ୪୦.୪, ବୌଦ୍ଧ ୪୦.୩ ଡିଗ୍ରୀ-ମାଲକାନଗିରି ଓ ତାଳଚେର ତାପମାତ୍ରା ୪୦ ଡିଗ୍ରୀ-କଟକ ୩୫.୪, ଭୁବନେଶ୍ବର ତାପମାତ୍ରା ୩୫.୩ ଡିଗ୍ରୀ
