ଆନ୍ତର୍ଜାତୀୟ ମାନବାଧିକାର ଓ ଦଶପଲ୍ଲା ବିଧାୟଙ୍କ ଦ୍ବାରା ୧୦୦ସଯ୍ୟ ବିଶିଷ୍ଟ ଅନାଥ ଆଶ୍ରମ ଗୂହ ର ଭୂମି ପରାଦର୍ଶନ

ଆନ୍ତର୍ଜାତୀୟ ମାନବାଧିକାର ଓ ଦଶପଲ୍ଲା ବିଧାୟଙ୍କ ଦ୍ବାରା ୧୦୦ସଯ୍ୟ ବିଶିଷ୍ଟ ଅନାଥ ଆଶ୍ରମ ଗୂହ ର ଭୂମି ପରାଦର୍ଶନ।ନୂଆଗାଁ ୦୫/୧୦: (ଆ.ପ.) :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଠାରେ ଆଜି ଅନ୍ତର୍ଜାତୀୟ ମାନବାଧିକାର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ମୀନାକେତନ ପଟ୍ଟାନାଇକଙ୍କ ତ୍ତତା ଭଦନାରେ ନୂଆଗାଁ ବ୍ଲକ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି। ଏହି ଅବଶର ରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀଙ୍କ ଦ୍ୱାରା ସାଧାରଣ ଜନତାଙ୍କ ସମସ୍ଯା ,ବୃଦ୍ଧ ବୃଦ୍ଧା ,ଅସହାୟକଙ୍କ ପାଇଁ ଯଥାଶୀଘ୍ର ଏକ ୧୦୦ ଶଯ୍ୟା ବିଶିଷ୍ଟ ଘର ପ୍ରୋଜେକ୍ଟ ସାଇଟ୍ ପରିଦର୍ଶନ କରିଥିଲେ ଆଜିର ଏଭଳି ପଦକ୍ଷପାକୁ ଶ୍ରୀ ବେହେରା ପ୍ରଶଂସା କରିଥିଲେ. ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କୃଷଚଦ୍ର ପୁର ଠାରେ ଏଭଳି ଅନୁଷ୍ଠାନ ହେଉଥୁବାରୁ ପୂର୍ଣ୍ଣ ସହଯୋଗ କରିବା ପାଈଁ କହିଥିଲେ |ଉକ୍ତ କାର୍ଯ୍ୟକ୍ରମ ମଧ୍ୟମରେ ବୃଦ୍ଧଶ୍ରମ ଓ ଅନାଥାଶ୍ରମ ର ଗୂହ କାଯ୍ୟ ଯଥାଶୀଗ୍ର ଆରମ୍ଭ କରିବା ପାଈଁ ଅନୁଷ୍ଠାନର ପ୍ରତିଷ୍ଠାତା ମୀନକେତନ ପଟନାୟକଙ୍କୁ କହିଥିଲେ । ତତ ସହିତ ଉପସ୍ଥିତ ଥିବା ସମସ୍ତ କର୍ମକତାଙ୍କ ସହିତ ଆଲୋଚନା କରିଥିଲେ । ଉକ୍ତ ସଭାରେ ନୟାଗଡ ଜିଲ୍ଲା ଉପସଭାପତି ଭବାନୀ ଶଙ୍କର ଦାସ ,ବ୍ଲକ ସଭାପତି ବିରଞ୍ଚିନାରାୟନ ଦାସ ,ସାଧାରଣ ସମ୍ପାଦକ ଦାଶରଥି ପ୍ରଧାନ ,ସମ୍ପାଦକ ଚିନ୍ମୟ କୁମାର ପ୍ରଧାନ,ସମାଜ ସେବି ରତ୍ନାକର ପ୍ରଧାନ ,ତତ ସହି ନୟାଗଡ଼ ଜିଲ୍ଲା ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀଙ୍କ ସମସ୍ତ କାର୍ଯ୍ୟକାରିଣୀ କମିଟି ତଥା ସଭା ପତି,ଉପସଭାପତି ପ୍ରମୁଖ ଉପାସ୍ଥିତ ରହିଥିଲେ

Leave a Reply

Your email address will not be published. Required fields are marked *