ଭୁବନେଶ୍ବରରେ_ଦବିଲା_ଲୁହା_କୋଠା
#ଭୁବନେଶ୍ବରରେ_ଦବିଲା_ଲୁହା_କୋଠା-ଦବିଲା ଭୁବନେଶ୍ବର ଡେଲଟା ଛକରେ ନିର୍ମାଣଧୀନ ଲୁହା କୋଠା-ନିର୍ମାଣଧୀନ କୋଠା ଦବିବା ଫଳରେ କିଛି ଶ୍ରମିକ ଆହତ ସୂଚନା-ରାତିରେ ଜୋର ଶବ୍ଦ ଶୁଣିଥିବା କହିଲେ ସ୍ଥାନୀୟ ଲୋକ-ଏ ସମ୍ପର୍କରେ ଠିକାଦାର କିମ୍ବା ନିର୍ମାଣଧୀନ ସଂସ୍ଥାର ପ୍ରତିକ୍ରିୟା ମିଳିପାରି ନାହିଁ
