ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତରିକୁନ୍ଦ ପଂଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତରିକୁନ୍ଦ ପଂଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ମୁଖ୍ୟ ଅତିଥି ଭାବରେ ରଘୁନାଥପୁର ପଂଚାୟତ ସମିତି ଅଧ୍ୟକ୍ଷ, ପଂଚାୟତ ସମିତି ଉପାଧ୍ୟକ୍ଷା ଦେବାଶିଷ ତ୍ରିପାଠୀ, ଏ ବିଡ଼ିଓ, ସ୍ଥାନୀୟ ସରପଂଚ ବନମାଳି ସାହୁ, ସମିତି ସଭ୍ୟ, ଯୁବ ନେତା ଦୁଷ୍ମନ୍ତ ବେହେରା ଙ୍କ ସହିତ ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେବେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଉଛି ବୋଲି ଅତିଥିମାନେ କହିଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁ
