କଣାସ ରେ ଫୁଡ୍ ସେଫ୍ଟି ଅଧିକାରୀ ଙ୍କ ଚଢାଉ

କଣାସ ରେ ଫୁଡ୍ ସେଫ୍ଟି ଅଧିକାରୀ ଙ୍କ ଚଢାଉ

ପୁରୀଜିଲା କଣାସ ଓ ଡେଲାଙ୍ଗରେ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଚଢାଉ । କଣାସ,ଡେଲାଙ୍ଗ ଅଞ୍ଚଳରେ ବିଭିନ୍ନ ଲସି, ଫାଷ୍ଟଫୁଡ, ହୋଟେଲ, ଫଳ , କେକ୍ ବିସ୍କୁଟ ଥିବା ଦୋକାନ ରେ ଚଢ଼ାଉ ଜାରି। ପୋଚା ସଢ଼ା ଖାଦ୍ୟ ସହିତ ଏକ୍ସପେୟର ତାରିଖକୁ ଦେଉଛନ୍ତି ଗୁରୁତ୍ୱ। ପାଉଛ ପାଣି ,ପାଣି ବଟଲ ସହିତ ବିଭିନ୍ନ ଖରାପ ପାଣିରେ ହେଉଥିବା ଲସି ଦୋକାନ ଉପରେ ଗୁରୁତ୍ୱ ଦେଉଛନ୍ତି ଫୁଡ୍ ଶେଫ୍ଟି ଅଧିକାରୀ। କଣାସ ବଜାରରେ ସମସ୍ତ ଦୋକାନ ରେ ଯାଞ୍ଚ କରିଛନ୍ତି ଫୁଡ୍ ସେଫ୍ଟୀ ଅଧିକାରୀ। ପୂର୍ବରୁ କଣାସ ଅଞ୍ଚଳ ରେ ବ୍ୟାପିଥିବା ଝାଡ଼ାବାନ୍ତି, ପାଣି ନେଇ ଚାଲିଛି ଯାଞ୍ଚ ।ବାଇଟ_ରାଜେଶ୍ୱରି ପତି, ଜିଲ୍ଲା ଫୁଡ୍ ସେପ୍ଟି ଅଧିକାରୀ

Leave a Reply

Your email address will not be published. Required fields are marked *