ନବୀନ_ଚିଠି_ଲେଖା_ନେତା
ନବୀନ_ଚିଠି_ଲେଖା_ନେତା- ପୃଥ୍ବୀରାଜ-ଅର୍ଥ ମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିବା ନେଇ ଆଇନ ମନ୍ତ୍ରୀଙ୍କ କଟାକ୍ଷ-ଦାନ ମାଝୀ ଘଟଣା ସମୟରେ କ’ଣ ହୋଇଥିଲା ପଚାରିଲେ-ସେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ସେ ଭୁଲି ଯାଇଛନ୍ତି-ଦାନ ମାଝୀ ଘଟଣାରେ ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ଭୁଲ ଥିଲା-ସେତେବେଳେ କିଏ କାହାକୁ ଚିଠି ଲେଖିଥିଲା- ପୃଥ୍ବୀରାଜ ହରିଚନ୍ଦନ-ଚିଠି ଲେଖା ନେତା, ସୋସିଆଲ ମିଡିଆରେ ଗାଳି ଛଡ଼ା ଅଧିକ କିଛି କରିପାରିବେନି
