ଆଇନଜୀବୀଙ୍କ ସହାୟତା ରାଶି ୪୦ ପ୍ରତିଶତ ବୃଦ୍ଧି

ଆଇନଜୀବୀଙ୍କ ସହାୟତା ରାଶି ୪୦ ପ୍ରତିଶତ ବୃଦ୍ଧି-ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ-ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ଆଇନଜୀବୀ ହେବେ ଉପକୃତ-ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ପରିବାରକୁ ମିଳିବ ସହାୟତା-୫ ବର୍ଷ ବା କମ୍ କାର୍ଯ୍ୟରତ ଆଇନଜୀବୀଙ୍କ ଦେହାନ୍ତରେ ୧ ଲକ୍ଷ ୫ ହଜାର ମିଳିବ

Leave a Reply

Your email address will not be published. Required fields are marked *