ମହୁଆ ମୋଇତ୍ରାଙ୍କ ବିରୋଧରେ କୋର୍ଟ ଯିବେ ଟିଏମସି ବିଦ୍ରୋହୀ
ମହୁଆ ମୋଇତ୍ରାଙ୍କ ବିରୋଧରେ କୋର୍ଟ ଯିବେ ଟିଏମସି ବିଦ୍ରୋହୀ ସାଂସଦ…….ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବେ ୨୦ ବିଦ୍ରୋହୀ ସାଂସଦ……ଏମାନେ ଲାଞ୍ଚ ନେବାର ଅଭିଯୋଗ ଆଣିଥିଲେ ମୋଇତ୍ରା……..ସାଂସଦମାନଙ୍କ କହିବା ହେଲା, ଅଭିଯୋଗ ମିଥ୍ୟା, ଏହା ସେମାନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି…….
