ରଥଯାତ୍ରା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ।
ରଥଯାତ୍ରା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ। ବୈଠକରେ ପୁରୀ ଏସପି, ମହାନଗର ନିଗମ କମିଶନର, ସିଡିଏମଓ ଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ। ରଥଯାତ୍ରାରେ ସ୍ବାସ୍ଥ୍ୟ ସେବା ନେଇ ବଡ଼ଦାଣ୍ଡରେ ଖୋଲିବ ୮ ଟି ଅସ୍ଥାୟୀ ହସ୍ପିଟାଲ। ଚିକିତ୍ସା ପାଇଁ ରହିବ ୮୦ ବେଡ୍। ଗହଳି ଭିତରେ ସଠିକ୍ ଭାବେ ଆମ୍ବୁଲାନ୍ସ ଚଳାଚଳ ନେଇ ରାସ୍ତା ସ୍ଥିରିକୃତ କରାଯିବ। ସ୍ବାସ୍ଥ୍ୟ ସେବା ପାଇଁ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ ହୋଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସୂଚନା। ବାଇଟ୧- ଦିବ୍ୟଜ୍ୟୋତି ପରିଡ଼ା, ପୁରୀ ଜିଲ୍ଲାପାଳ ହ୍ବାଟ୍ସ ଆପରେ ଭିଜୁଆଲ ବାଇଟ ଯାଇଛି
