ସ୍ବର୍ଗତ ଡ଼ା ଦାମୋଦର ରାଉତ ଏକାଦଶାହ ଉପଲକ୍ଷେ ସ୍ମୃତିସଭା ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ଠାରେ ସ୍ବର୍ଗତ ଡ଼ା ଦାମୋଦର ରାଉତ ଏକାଦଶାହ ଉପଲକ୍ଷେ ସ୍ମୃତିସଭା ଅନୁଷ୍ଠିତ ହୋଇ ଯାଇଛି । ରଘୁନାଥ ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ଓ ଶୁଭେଚ୍ଛୁ ମାନେ ଯୋଗଦେଇ ସ୍ବର୍ଗତ ରାଉତଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ଓ ଏରସମା ଅଂଚଳର ବହୁ ଲୋକ ଯୋଗ ଦେଇ ତାଙ୍କର ଆମର ଆତ୍ମା ର ସଦଗତି କାମନା କରିଥିଲେ ।
