ଶ୍ରୀରାମ ମନ୍ଦିର ହୁଣ୍ଡି ବାକ୍ସ ତାଡି ଟଙ୍କା ଲୁଟି ନେଲା ଦୁର୍ବୃତ୍ତ
ପୁଣି ରାମ ମନ୍ଦିରରୁ ଚୋରି। ହୁଣ୍ଡି ବାକ୍ସ ତାଡ଼ି ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ। ମୁହଁରେ ଗାମୁଛା ପକାଇ ହୁଣ୍ଡି ରୁ ଦୂର୍ବୁତ୍ତ ଲୁଟି ନେଲା ଟଙ୍କା। ପୁରୀ ରେଳଷ୍ଟେସନ ନିକଟ ରାମ ମନ୍ଦିରରେ ବିଳମ୍ବିତ ରାତିରେ ଘଟିଛି ଘଟଣା। ସମୁଦ୍ର କୂଳ ଥାନା ପୋଲିସର ତଦନ୍ତ ଜାରି। ସିସିଟିଭି ଆଧାରରେ ତଦନ୍ତ କରୁଛି ପୋଲିସ।
