ସାଇବର_ଠକଙ୍କ_ଜାଲରେ_ବିଧାୟକ
ସାଇବର_ଠକଙ୍କ_ଜାଲରେ_ବିଧାୟକ -ସାଇବର ଠକଙ୍କ ଜାଲରେ ଭଦ୍ରକ ବାସୁଦେବପୁର ବିଧାୟକ ଅଶୋକ ଦାସ-କୋରିଅର୍ ଆସିଥିବା କହି ବିଧାୟକଙ୍କୁ ଟଙ୍କା ମାଗିଲେ ସାଇବର ଠକ-ବିଧାୟକ ସମର୍ଥକଙ୍କୁ ବି ଟଙ୍କା ମାଗିଲେ ସାଇବର ଠକ-ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ବିଧାୟକ
