ପଢାଳ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗାଭ୍ୟାସ

*ଆସିକା ବ୍ଲକ୍ ଅନ୍ତର୍ଗତ ପଢାଳ ଗ୍ରାମର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ଆୟୁଷ୍ମାନ ଆରୋଗ୍ୟ ମନ୍ଦିର) ରେ ଆଜି ସକାଳ ୧୦ଟାବେଳେ ବିଶ୍ଵ ଆନ୍ତର୍ଜାତିକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଯୋଗ ଶିବିର କୁ ଆୟୁଷ୍ମାନ ଡାକ୍ତର ଶ୍ରୀ ଅକ୍ଷୟ କୁମାର ପାଣିଗ୍ରାହୀ ,ବିକ୍ରମ କେଶରୀ ଚର୍ଚ୍ଚି(ଯୋଗ ଶିକ୍ଷକ) ଅୟମାରମ୍ଭ କରିଥିଲେ। ଶ୍ରୀ କୁଞ୍ଜବିହାରୀ ପାଢ଼ୀ (ଫାରାମାସିଟି),ପି.କାର୍ତିକ ଓ ପ୍ରଦିପ କୁମାର ପଟ୍ଟନାୟକ ଯୋଗ ଶିବିର ର ଆୟୋଜକ ଙ୍କୁ ସହଯୋଗ କରିଥିଲେ। ଡାକ୍ତର ଶ୍ରୀ ପାଣିଗ୍ରାହୀ ଯୋଗ ଦ୍ବାରା ଶରୀର ସୁସ୍ଥ ହୁଏ ବୋଲି ପ୍ରତିପାଦିତ କରିଥିଲେ ତତ୍ ସହିତ ଯୋଗ ନିୟମିତ କରିବା ଲାଗି ଲୋକଙ୍କୁ ସଙ୍କଳ୍ପ କରାଇଥିଲେ ଓ ଯୋଗ ଅଭ୍ୟାସ କରାଇଲେ।ଯୋଗ କରିବା ସୁସ୍ଥ ରହିବା ନାରା ଦେଇ ଉକ୍ତ ଗ୍ରାମ ପରିକ୍ରମା କରିଥିଲେ

Leave a Reply

Your email address will not be published. Required fields are marked *