ନେସନାଲ ସ୍କିଲ ସ୍କିମ୍ ତରଫରୁ ପ୍ଲମ୍ୱର ମିସ୍ତ୍ରୀ ମାନଙ୍କୁ ଟ୍ରେନିଙ୍ଗ ଆୟୋଜନ
ଅଜୟ କୁମାର ନାୟକ ଓ ଅଶୋକ କୁମାର ରାଉତ ଙ୍କ ସହଯୋଗରେ ଟ୍ରେନିଙ୍ଗ ର ବେବସ୍ଥା କରାଯାଇଥିଲା।ଏଥିରେ ମୁଖ୍ୟ ଅଧିକାରୀ ପରିଚାଳକ ମୁକ୍ତିକାନ୍ତ ମହାନ୍ତି,ଅପରେସନ ହେଡ ସନ୍ତୋଷ କୁମାର ପଟ୍ଟନାୟକ, ଅର୍ଗା ନାଇଯିଙ୍ଗ ହେଡ୍ ଦେବୀପ୍ରସାଦ ପତି ଭାଗ ନେଇଥିଲେ।ଏହି ଟ୍ରେନିଂରେ ୫ ଦିନ ଧରି ପାଣି ପାଇପ ମିଷ୍ଟ୍ରୀମାନେ ଓ ସ୍ରମିକ ୪୨ ଜଣ ଟ୍ରେନିଙ୍ଗ ନେଇଥିଲେ।ଭାରତ ସରକାରଙ୍କ ତରଫରୁ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନଙ୍କୁ ଏକ ମାନପତ୍ର ଓ ୨ଲକ୍ଷ୍ୟ ଇନ୍ସୁରାନ୍ସ ସହିତ ଷ୍ଟାଇପେଣ୍ଡ ଆକାରରେ ୫୦୦ ଟଙ୍କା ତାଙ୍କ ଆକାଉଣ୍ଟ କୁ ଆସିବାର ବେବସ୍ଥା ଅଛି।ଏଥିରେ ଭାଗ ନେଉଥିବା ସମସ୍ତ ପ୍ଲୁମ୍ୱର ଭାଇମାନେ ସହଯୋଗ କରିଥିଲେ।ଜ୍ୟୋତି ରଞ୍ଜନ ନାୟକ ଓ ପ୍ରଦୀପ ବିଶ୍ଵାଳ ଙ୍କ ଅକ୍ଲାନ୍ତ ପରିଶ୍ରମରେ ଏହି ଟ୍ରେନିଙ୍ଗ ସମାପନ ହୋଇଥିଲା।ଆଜି4 Aug.2024 ତାରିଖ ରେ ସମସ୍ତ plumber ଭାଇ ମାନଙ୍କୁ ସାଟିଫିକେଟ ବିତରଣ କରାଯାଇ ଥିଲା,ଏହି ସାଟିର୍ଫିକେଟ ବିତରଣରେ ସଭାରେ ସଭାପତି ଅଜୟ କୁମାର ନାୟକ, ସଂଯୋଜକ ଅଶୋକ ରାଉତ, ବିଜେପି ନେତାରାଜକିଶୋରବେହେରା,icr,ସିଫାର ଡାଇରେକ୍ଟର ଦେବୀପ୍ରସାଦ ପତି,ଭାରତୀୟ କିଷାନ ସଂଘ ର ସନ୍ତୋଷିନି ଦାସ, ସଞ୍ଜୟ ସାହୁ ସାମିଲ ହୋଇଥିଲେ. ଜଗତସିଂହପୁର ଜିଲ୍ଲା ରଘନାଥପୁର ବ୍ଲକ ମଳୟ ପାଣି ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିଉଜ
