ଜାତୀୟ ଫାଇଲେରିଆ ନିରାକରଣ ଅଧିନରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

* * ୧୪/୦୮/୨୦୨୪ ଆସିକା ବ୍ଳକ ଅନ୍ତର୍ଗତ ପଢାଳ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଫାଇଲେରିଆ ନିରାକରଣ ସକାଶେ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଡାକ୍ତର ଶ୍ରୀ ଅକ୍ଷୟ କୁମାର ପାଣିଗ୍ରାହୀ, ଫାର୍ମାସିଷ୍ଟ ଶ୍ରୀ କୁଞ୍ଜ ବିହାରୀ ପାଢ଼ୀ ଓ ଅନ୍ୟ କର୍ମ କର୍ତ୍ତା ସମୁହେ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଔଷଧ ଖୁଆଇବା କାର୍ଯ୍ୟକ୍ରମ ତା ୧୦/୦୮/ ରୁ ୧୯/୦୮/୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ। ଔଷଧ ଖୁଆଇବା କାର୍ଯ୍ୟକ୍ରମ ୧୦/୦୮/ ଦିନ ୧୦ ଘଣ୍ଟା ବେଳେ ଶୁଭାରମ୍ଭ ହୋଇଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ହସ୍ପିଟାଲ ପରିସରରେ ଗ୍ରାମ ବାସୀ ଓ ହସପିଟାଲ କର୍ମ କର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *