ଓଡ଼ିଶା କୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ନିଶା ନିବାରଣ କମିଟି ଜିଲ୍ଲାପାଳ ଙ୍କୁ ଦାବୀପତ୍ର

ଆଜି ଭଦ୍ରକ ଜିଲ୍ଲା ର ନିଶା ନିବାରଣ କମିଟି ଜିଲ୍ଲାପାଳ ଙ୍କ ଜରୀଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ସୂଚନା ରୁ ପ୍ରକାଶ ଦୀର୍ଘ ଦିନ ହେବ ଓଡ଼ିଶା ରାଜ୍ୟ କୁ ନିଶାମୁକ୍ତ କରିବାକୁ ବହୁ ଅନୁରୋଧ କରିବା ପରେ ସଫଳତା ପାଇନଥିବାରୁ । ବର୍ତ୍ତମାନ ସରକାର ଓଡ଼ିଶା କୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ନିର୍ବାଚନ ଇସ୍ତାହାର ଦେଇଥିବାରୁ ଜନସମର୍ଥନ ପାଇଁ ସରକାର ଗଢିଅଛି। ଓଡ଼ିଶା ରାଜ୍ୟ କୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଦାବୀ ରଖିଥିଲେ।କଣ କହୁଛନ୍ତି ଶୁଣନ୍ତୁ

Leave a Reply

Your email address will not be published. Required fields are marked *