ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ ପାଇଁ 13ଟି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି
ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ ପାଇଁ 13ଟି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି. ଶେଷ ପର୍ଯ୍ୟାୟରେ ପ୍ରଚାର ପହଁଚି ଥିବା ବେଳେ ଦଳୀୟ ପ୍ରାର୍ଥୀ ମାନେ ନିଜର ପ୍ରଚାର ଜୋରଦାର କରିଛନ୍ତି ଏହି ପ୍ରଚାରରେ ସ୍ୱାଧୀନ ପ୍ରାର୍ଥୀ ମାନେ ପଛରେ ପଡି ନାହାନ୍ତି.ସେଥି ମଧ୍ୟରୁ ସ୍ଵାଧୀନ ପ୍ରାର୍ଥୀ ଅରୁଣ ସାହୁ ଯିଏ କି ହନୁମାନ ଭକ୍ତ ଭାବେ ପରିଚିତ। ନିଜର ହନୁମାନ ଆଶ୍ରମରୁ ପ୍ରଥମେ ଆଳତି କରି ପ୍ରଥମ ପ୍ରଚାର ମଇଦାନକୁ ବାହାରୁଛନ୍ତି ପ୍ରଭୁ ହନୁମାନଙ୍କ ଆଶ୍ରିବାଦ ନେଇ ନିଜ କର୍ମୀ ମାନଙ୍କ ସହ ଘର ଘର ବୁଲି ବୁଲି ଭୋଟ ଭିକ୍ଷା ମାଗିଛନ୍ତି। ବଇଁଶୀ ଚିହ୍ନରେ ଭୋଟ ଦେବାକୁ ଲୋକ ମାନଙ୍କୁ ଅନୁରୋଧ କରିଛନ୍ତି। ପନ୍ଦର ବର୍ଷରେ ନିମାପଡ଼ା ମାଟିରେ ଯାହା ହୋଇନି ଅରୁଣ ସାହୁ ବିଧାୟକ ହେଲେ ଲୋକଙ୍କ ସମସ୍ୟା ତଥା ମେଡିକାଲ ପାନୀୟ ଜଳର ସମସ୍ୟା ନେଇ ସେ ଦୂର କରିଵା ସହ ନିମାପଡାର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି କହିଛନ୍ତି.Bite ===ଅରୁଣ ସାହୁ Bite ===କର୍ମୀ.
