ଓଏଭି ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ସଫକତା

*ଓଏଭି ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ସଫକତା* ଚିକିଟି:16/4( 🙂 ପିତାତଳି ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ର ଖୁସଲ କୁମାର ବେହେରା ସିବିଏସଇର ପ୍ରକାଶିତ ଫଳାଫକରେ କୃତିଲାଭ କରି ଅଞ୍ଚଳରେ ଗୌରବ ବଢ଼ାଇଛି। ବିଦ୍ୟାଳୟର ଛାତ୍ର ସୁରଳ ଗ୍ରାମର ଅଧ୍ୟାପକ ନିରଞ୍ଜନ ବେହେରା ଓ ରଶ୍ମିତା ବେହେରାଙ୍କ ପ୍ରତିଭାଶାଳୀ ପୁତ୍ର ୫୦୦ରୁ ୪୯୨ ନମ୍ବର ଅର୍ଜନ କରି ଦଶମ ଶ୍ରେଣୀରେ ସମସ୍ତ ରେକର୍ଡ ଭାଙ୍ଗି ଅଞ୍ଚକରେ ଗୌରବ ଆଣିଛନ୍ତି।। ତାଙ୍କର ଏହି ଅପୂର୍ବ ସଫଳତା ସୁରକ ଗ୍ରାମ ସହ ସମଗ୍ର ଚିକିଟି ଅଞ୍ଚଳକୁ ଗର୍ବିତ କରିଛି। ଖୁସଲ୍ କୃତିତ୍ୱ ପାଇଁ ଅଭିଭାବକ, ଶିକ୍ଷକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।ଏହି ସଫଳତା ପାଇଁ ତାଙ୍କ ଅଭିଭାବକ ଓ ବିଦ୍ୟାଳୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଅଞ୍ଚଳ ବାସୀମାନେ ଏହି ସଫଳତାକୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *