ରାୟଗଡାରେ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ରେ 1709 ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୧,୧୨,୧୦,୩୨୫ ଟଙ୍କା ଆଦାୟ

ହୋଇଛିରାୟଗଡ:-୯/୦୩(ସ୍ବପ୍ର)-ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ…

କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ଜାଗର ଯାତ୍ରାଓଡ଼ିଶା ର ପ୍ରସିଦ୍ଧ ଶୈବପୀଠ କପିଳାସ ରେ ଜାଗର ଯାତ୍ରା

କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ଜାଗର ଯାତ୍ରାଓଡ଼ିଶା ର ପ୍ରସିଦ୍ଧ ଶୈବପୀଠ କପିଳାସ ରେ ଜାଗର ଯାତ୍ରା…

ରୁଦରେଶ୍ଵର ମନ୍ଦିରରେ ହଜାର ହଜାର ଭକ୍ତ ରାତ୍ରି ଉଜାଗର ରହି ଜାଗର ପାଳନ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କୋରକରା ଗ୍ରାମରେ ଥିବା ପ୍ରସିଦ୍ଧ ରୁଦରେଶ୍ଵର ମନ୍ଦିରରେ ହଜାର ହଜାର ଭକ୍ତ ରାତ୍ରି…