୧୦୮_ଆମ୍ବୁଲାନ୍ସର_ତ୍ରୁଟିରୁ_ରୋଗୀ_ମୃତ୍ୟୁ

୧୦୮_ଆମ୍ବୁଲାନ୍ସର_ତ୍ରୁଟିରୁ_ରୋଗୀ_ମୃତ୍ୟୁ-କଳାହାଣ୍ଡିରେ ୧୦୮ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟିରୁ ରୋଗୀ ମୃତ୍ୟୁ ଅଭିଯୋଗ-ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଭବାନୀପାଟଣା ନେବା ବାଟରେ ମୃତ୍ୟୁ-୧୧ ବର୍ଷୀୟ ଝିଅର ମୃତ୍ୟୁକୁ ନେଇ ଗୁରୁତର ଅଭିଯୋଗ ଆଣିଲେ ବାପା-ବାଟରେ ଚକା ପଙ୍କଚର ହେବାରୁ ୩ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ-ଦୁର୍ଭାଗ୍ୟବଶତଃ ଜରୁରୀକାଳୀନ ସ୍ପେୟାର୍ ଚକା ମଧ୍ୟ ପୂର୍ବରୁ ଖରାପ ଥିଲା-ବିକଳ୍ପ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀ ରାସ୍ତାରେ ୩ ଘଣ୍ଟା ଅଟକି ରହିଲା-ବିଳମ୍ବରେ ଆଉ ଗୋଟେ ଆମ୍ବୁଲାନ୍ସରେ ଭବାନୀପାଟଣା ମେଡିକାଲ ପହଞ୍ଚାଗଲା-ଡାକ୍ତର ମୃତ ଘୋଷଣା କରିବାରୁ ପରିବାରରେ କାନ୍ଦ ବୋବାଳି-ମୁଁ ପ୍ରାଇଭେଟ ଗାଡ଼ିରେ ନେବାକୁ ଚାହୁଁଥିଲି କହିଲେ ଭାଙ୍ଗି ପଡ଼ିଥିବା ବାପା-ମୁଁ ଏଥିପାଇଁ ପ୍ରଶାସନକୁ ଦାୟୀ କରୁଛି କହିଲେ ମୃତ ଝିଅର ବାପା-ଅଭିଯୋଗ ନେଇ ସମ୍ପୃକ୍ତ ମେଡିକାଲ, ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି l

Leave a Reply

Your email address will not be published. Required fields are marked *