ପ୍ରଭୁ ପାଦେ ନିବେଦନ

ପ୍ରଭୁ ପାଦେ ନିବେଦନ
ଘେନ ପ୍ରଣତି ମୋହର ଆହେ କାଳିଆ ଠାକୁର,
ତୁମ ପାଦ ପଦ୍ମତଳେ ରହୁ ମସ୍ତକ
ତୁମେ ଅଟେ ଜଗନ୍ନାଥ ଜଗତ ବାସୀ ଙ୍କ ନାଥ
ଦୟାମୟ କର୍ତ୍ତା ତୁମେ କଳା ଶ୍ରୀ ମୁଖ
ଜଗତ ମଙ୍ଗଳ ପାଇଁ ନୀଳାଞ୍ଚଳେ ବିଜେ ତୁହି
ତୁମେ ଜାଣିଛ ପାର ଅଟେ ଭକତ ଭାବ
ତୁମେ ଅଟେ ଦୀନବାନ୍ଧବ
ଦୁଃଖୀ ଦରିଦ୍ର ଙ୍କ ତୁମେ ସଖା ଯେ ଭାବ
ତୁମେ ମୋର ସକଳ ତୀର୍ଥ
ତୁମ ଆଦର୍ଶ ରେ ମୁଁ ଯେ ପାଉଛି ଭାବ।


ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *