ଭୀମସେନକୁ ରିମାଣ୍ଡରେ ନେଲା ପୋଲିସ୍
ଭୀମସେନକୁ ରିମାଣ୍ଡରେ ନେଲା ପୋଲିସ୍ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା-ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନଙ୍କୁ ରିମାଣ୍ଡରେ ନେଲା ପୋଲିସ-ଭୀମସେନକୁ ଚୌଦ୍ୱାର ଜେଲରୁ ବାରଙ୍ଗ ଥାନାକୁ ଅଣାଗଲା-ଆଜି ଓ କାଲି ଦୁଇ ଦିନ ଭୀମସେନକୁ ଜେରା କରିବ ପୋଲିସ୍
