ଦେଶୀ ବିଦେଶୀ ମଦ ଜବତ ଭଦ୍ରକ ଟାଉନ ଥାନାର ପ୍ରେସ୍ ମିଟି
ଭଦ୍ରକ ଟାଉନ ଥାନା ଅଧୀନ ବଙ୍କ ସ୍କୁଲ ନିକଟରୁ ବିପୁଳ ପରିମାଣର ମଦ ଜବତ ହୋଇଛି ଟାଉନ ପୁଲିସ ର ସ୍ବତନ୍ତ୍ର ଟିମ ଚଢାଉ କରି ୮୨ ଲିଟର ଦେଶୀ ବିଦେଶୀ ମଦ ଜବତ କରିଛି ଜବତ ମଦର ଆନୁମାନିକ ମୂଲ୍ଯ ଦେଢଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି, ଏ ନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଟି ଡ଼ିଏସପି ଅଂଶୁମାନ ଦ୍ବିବେଦୀ ସୂଚନା ଦେଇ ଛନ୍ତି, ସେ କହିଛନ୍ତି, ବିଶେଷ ସୂତ୍ର ରୁ ଖବର ପାଇ ପୁଲିସ ଟିମ ଚଢାଉ କରିଥିଲା ଚଢାଉ ବେଳେ ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ଦେଶୀ/ମଦ ବିଦେଶୀ ମଦ ଜବତ କରିଛନ୍ତି, ପୁଲିସ

୧୬୫/୨୪ ରେ ମାମଲା ଦାୟର କରି ତଦନ୍ତ ଚଳାଇଛନ୍ତି ତଦନ୍ତ ପରେ ଘଟଣା ର ସମ୍ପୃକ୍ତ କେଉଁମାନେ ଥିଲେ ଜଣାପଡିବ କହିଛନ୍ତି, ସମ୍ବାଦିକ ମାନଙ୍କ ପ୍ରଶ୍ନ ଥିଲା ପୋଲିସ ବଟି ନେଉଛନ୍ତି, ବଟି ନ ଦେବାରୁ ପୋଲିସ ରେଡ କରୁଛି, ଭଦ୍ରକ ରେ ଗଳି କନ୍ଦି ରେ ମଦ ବେପାରୀ ବଢିବା ରେ ଲାଗିଛି ପ୍ରଶାସନ ଘୋର ନିଦ୍ରାରେ,
