ରାମ ନବମୀ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପବିତ୍ର ରାମ ନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ –ରାମନବମୀର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା । ତ୍ୟାଗ, ତପସ୍ୟା,ସଂଯମ ଓ ସଂକଳ୍ପ ଉପରେ ଆଧାରିତ ମର୍ଯ୍ୟାଦା ପୁରୁଷୋତମ ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କର ରାମଚନ୍ଦ୍ରଙ୍କ ଜୀବନ ପ୍ରତ୍ୟେକ ଯୁଗରେ ମାନବିକତାର ପ୍ରେରଣାଶକ୍ତି ହୋଇ ରହିବ ।
