ଜାତୀୟ_ହସ୍ତତନ୍ତ_ଦିବସରେ_ପ୍ରଧାନମନ୍ତ୍ରୀ_ଶୁଭେଚ୍ଛା

ଜାତୀୟ_ହସ୍ତତନ୍ତ_ଦିବସରେ_ପ୍ରଧାନମନ୍ତ୍ରୀ_ଶୁଭେଚ୍ଛା -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ହସ୍ତତନ୍ତ ଦିବସ ଶୁଭେଚ୍ଛା-ଆମେ ଭାରତର ସମୃଦ୍ଧ ଓ ସୃଜନଶୀଳ ହସ୍ତତନ୍ତ ଐତିହ୍ୟକୁ ପାଳନ କରୁଛୁ-ବୁଣାକାର, କାରିଗରଙ୍କ ଦକ୍ଷତା, ସୃଜନଶୀଳତା ଓ ସମର୍ପଣକୁ ସାଲ୍ୟୁଟ୍-ପିଢ଼ି ପରେ ପିଢ଼ି ଆମ ପରମ୍ପରାକୁ ସଂରକ୍ଷଣ ଓ ସମୃଦ୍ଧ କରୁଛନ୍ତି ବୁଣାକାର’-ଆମ ସରକାର ହସ୍ତତନ୍ତ କ୍ଷେତ୍ରକୁ ପ୍ରୋତ୍ସାହିତ କରିଚାଲିଛି: ପ୍ରଧାନମନ୍ତ୍ରୀ-ଯାହାକି ଆତ୍ମନିର୍ଭର ଭାରତ ସ୍ୱପ୍ନ ପୂରଣ କରିବାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ -#NationalHandloomDay ହାସଟ୍ୟାଗ୍‌ ଦେବାକୁ ମୋଦିଙ୍କ ଅନୁରୋଧ-ଆଜିର ଦିନରେ ହସ୍ତତନ୍ତ ଉତ୍ପାଦ ଭିଡିଓ ସେୟାର୍‌ କରିବାକୁ ଅନୁରୋଧ-ଯାହାକି ହସ୍ତତନ୍ତ କ୍ଷେତ୍ର ସହ ଜଡିତ ଲୋକଙ୍କୁ ଉତ୍ସାହିତ କରିବ: ପ୍ରଧାନମନ୍ତ୍ରୀ p

Leave a Reply

Your email address will not be published. Required fields are marked *