ମହିଳା ସଂରକ୍ଷଣ ଓ ଡିଲିମିଟେସନ୍‌ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ-

ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିଶାନା-ମହିଳା ସଂରକ୍ଷଣ ଓ ଡିଲିମିଟେସନ୍‌ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ-ଲୋକସଭାରେ ବିଲ୍‌ ଆଗତ ପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ-ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଆଇନ ତିଆରିରେ ସାମିଲ ହୁଅନ୍ତୁ-ଯେଉଁ ଦଳ ମହିଳା ସଂରକ୍ଷଣକୁ ବିରୋଧ କରିଛି ତାର ଫଳ ଭୋଗିଛି-ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା କ୍ଷମା କରିବେ ନାହିଁ-୨୫/୩୦ ବର୍ଷ ତଳର ସ୍ଥିତି ଆଜି ଆଉ ନାହିଁ- ମୋଦି-ଏବେ ମହିଳାମାନେ ଅଧିକାର ପାଇବା ନେଇ ଦୃଢ଼ ହକ୍‌ଦାର-ଆଜି ଯେଉଁମାନେ ବିରୋଧ କରିବେ ଲମ୍ବା ସମୟ ପାଇଁ ଭୋଗିବେ-ମୁଁ ପଛୁଆ ବର୍ଗରୁ ଆସିଛି, ମାତ୍ର ସବୁ ବର୍ଗକୁ ସମ୍ମାନ କରି ଆସିଛି-ଜୀବନର ସବୁ କ୍ଷେତ୍ରରେ ମହିଳାମାନେ ଦକ୍ଷତା ଦେଖାଇଲେଣି-ପଞ୍ଚାୟତରେ ମହିଳାଙ୍କୁ ସଂରକ୍ଷଣ ଦେଉଛ, ସଂସଦରେ କାହିଁକି ନୁହଁ-ଡିଲିମିଟେସନ୍‌କୁ ନେଇ ରାଜନୀତି କରିବା ଅନୁଚିତ-ଦେଶର କୌଣସି ପ୍ରାନ୍ତ ସହ ଭେଦଭାବ କରାଯିବ ନାହିଁ-ଯଦି ଏନେଇ ଗ୍ୟାରେଣ୍ଟି ଚାହୁଁଛ ଦେବାକୁ ପ୍ରସ୍ତୁତ ଅଛି

Leave a Reply

Your email address will not be published. Required fields are marked *