404ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୁରୀ ପୋଲିସ

ଶ୍ରୀ ସେତୁ ନିକଟରେ ବ୍ରାଉନ ସୁଗାର ବିକ୍ରି କରାଯାଉଥିବା ଖବର ପାଇ ବାସେଳୀ ସାହି ଥାନା ପୋଲିସ ଚଢ଼ାଉ କରି 3ଜଣ କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ ଦୁଇ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି l ଗିରଫ ଅଭିଯୁକ୍ତ ଙ୍କ ଠାରୁ 404ଗ୍ରାମ ବ୍ରାଉନ ସୁଗାର, 5ଟି ମୋବାଇଲ, ଗୋଟିଏ ବୁଲେଟ, ଗୋଟିଏ ଲାପଟପ ଏବଂ ଗୋଟିଏ ଟାବଲେଟ ଜବତ କରିଛି ପୁରୀ ପୋଲିସ l ଅଭିଯୁକ୍ତ ମାନେ ହେଲେ ପୁରୀ ର ରାଜେଶ ପଣ୍ଡା, ଝରଣା ପଣ୍ଡା ଏବଂ ଦୁର୍ଗା ପଣ୍ଡା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ l ସହର ରେ ଅପରାଧ ଏବଂ ନିଶା କାରବାର ଉପରେ କଡା ନଜର ରଖିଛି ପୁରୀ ପୋଲିସ l

Leave a Reply

Your email address will not be published. Required fields are marked *