ଆଞ୍ଚଳିକ ସାଧନ କେନ୍ଦ୍ରୀୟ ମହୋତ୍ସବ ସୁରଭି -2024 ।

ପୁରୋଷୋତ୍ତମପୁର ବ୍ଲକ୍ ପିଛୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ରୀୟ ମହୋତ୍ସବ ସୁରଭି -2024 ,କ୍ଲଷ୍ଟର୍ ସ୍ତରୀୟ ସୁରଭି ପ୍ରତିଯୋଗିତା , ସ୍କୁଲ ର ପ୍ରଧାନ ଶିକ୍ଷକ ମାଲ୍ୟ କନ୍ଧ, ମୁଖ୍ୟ ଅତିଥି,ABEO ରାଜ କିଶୋର ସାହୁ, ସମ୍ମାନୀୟ ଅତିଥି ପୂର୍ବତନ ସି ଆର ସି ସି ବନମାଳୀ ବେହେରା ,ସି ଆର ସି ସି ଦେବେନ୍ଦ୍ର ସେଠୀ, ସୁରଭି ପ୍ରତିଯୋଗିତା 10 ଗୋଟି ସ୍କୁଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅଶୋକ ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶିଶିର କୁମାର ଷଡ଼ଙ୍ଗୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶାରୀରିକ ଶିକ୍ଷା ଶିକ୍ଷକ , ଶିକ୍ଷକ ସମ୍ୱିତ କୁମାର ବଳୀୟାର ସିଂ, ଗାୟତ୍ରୀ ପାଣିଗ୍ରାହୀ, ବାଳକୃଷ୍ଣ ପଣ୍ଡା, ରାମକୃଷ୍ଣ ଚୌଉଧୀରୀ ,ବୁରୁତୁଳୁ,ଗାଙ୍ଗଦହଣୀ, ହୁଣ୍ଡତ,ଖୋସାଲପଲ୍ଲୀ, ରାଇପୁର,ବଟ କୃଷ୍ଣ ପଲ୍ଲୀ, ଜଗନ୍ନାଥ ପୁର, ଜାମୁନି ସ୍କୁଲ ଛାତ୍ରଛାତ୍ରୀ ମଧ୍ୟରୁ ପ୍ରଥମ ସ୍ଥାନ ସୃଜନ ଶିଳଲିଖ, ଦିତୀୟ ସ୍ଥାନ ସୃତଲିଖନ,ସାଗରିକା ସାମନ୍ତରାୟ କରିଛନ୍ତି।

ଦେବାହୁତି, ଲିଜା, ରିତେଶ,ଦିପିକା ଆଦିତ୍ୟ, ଅନୁଷ୍କା,ରୋସନୀ , ପ୍ରୀତି, ସୋନାଲି,ସ୍କୁଲ ର ଗୈାରବ ଓ ସମ୍ମାନ ଆଣିଥିବାରୁ , ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାଧୁବାଦ ଜଣାଇଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *