ଦକ୍ଷିଣ ଭାରତର ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍.ଜାନକୀଙ୍କର ପରଲୋକ
ଦକ୍ଷିଣ ଭାରତର ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍.ଜାନକୀଙ୍କର ୮୮ ବର୍ଷ ବୟସରେ ଗତକାଲି ମହୀଶୂରଠାରେ ପରଲୋକ ଘଟିଛି…….ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି …ଓମ ଶାନ୍ତି 🙏
