ଦକ୍ଷିଣ ଭାରତୀୟ ରାଜ୍ୟର ପ୍ରତିନିଧ୍ୱତ୍ୱ ବଢ଼ିବ
ଦକ୍ଷିଣ ଭାରତୀୟ ରାଜ୍ୟର ପ୍ରତିନିଧ୍ୱତ୍ୱ ବଢ଼ିବ: ଶାହ-ଡିଲିମିଟେସନକୁ ନେଇ ଗୃହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବୟାନ-ଡିଲିମିଟେସନକୁ ନେଇ ଭ୍ରାନ୍ତ ଧାରଣା ପ୍ରଚାର କରାଯାଉଛି-ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର କୌଣସି କ୍ଷତି ହେବନି-ଏବେ ସଂସଦରେ ଦକ୍ଷିଣ ଭାରତୀୟ ପ୍ରତିନିଧି ସଂଖ୍ୟା ୧୨୯-ସୀମା ପୁନଃନିର୍ଦ୍ଧାରଣ ହେଲେ ଏହି ସଂଖ୍ୟା ୧୯୫କୁ ବୃଦ୍ଧି ପାଇବ-ପ୍ରତିନିଧିତ୍ବ ୨୩.୭୬ ପ୍ରତିଶତରୁ ୨୩.୯୭ ପ୍ରତିଶତକୁ ବୃଦ୍ଧି ପାଇବ-କର୍ଣ୍ଣାଟକର ପ୍ରତିନିଧିତ୍ବ ନେଇ ତଥ୍ୟ ରଖି ବିରୋଧୀଙ୍କୁ ଟାର୍ଗେଟ୍ କଲେ-୨୮ ଆସନ ଥିବା କର୍ଣ୍ଣାଟକ ପ୍ରତିନିଧିତ୍ବ ବର୍ତ୍ତମାନ ୫.୧୫% ରହିଛି-ଡିଲିମିଟେସନରେ ସିଟ୍ ୪୨ ହେଲେ ପ୍ରତିନିଧିତ୍ବ ୫.୪୪% ହେବ-ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଶକ୍ତି ବଢ଼ିବ, ଆଦୌ କମିବନି- ଶାହ-ବର୍ତ୍ତମାନ ଆନ୍ଧ୍ରର ୨୫ ସିଟ୍ରେ ପ୍ରତିନିଧିତ୍ବ ୪.୬% ରହିଛି-ଡିଲିମିଟେସନରେ ସିଟ୍ ୩୮ ହେଲେ ଆନ୍ଧ୍ରର ପ୍ରତିନିଧିତ୍ବ ୪.୬୫%କୁ ବଢ଼ିବ-ତେଲେଙ୍ଗାନାରେ ୧୭ ସିଟ୍ରେ ପ୍ରତିନିଧିତ୍ବ ୩.୧୩ ପ୍ରତିଶତ ରହିଛି-ଡିଲିମିଟେସନରେ ସିଟ୍ ୨୬କୁ ବଢ଼ିଲେ ପ୍ରତିନିଧିତ୍ବ ୩.୧୮%କୁ ବଢ଼ିବ- ଶାହ-ତାମିଲନାଡୁ ୪୯ ଆସନରେ ୭.୧୮%ର ପ୍ରତିନିଧିତ୍ବ ରହିଛି-ଆସନ ବଢ଼ି ୫୯ ହେଲେ ପ୍ରତିନିଧିତ୍ବ ୭.୨୩ ପ୍ରତିଶତକୁ ବଢ଼ିବ-କେରଳମରେ ୨୦ ଆସନରେ ପ୍ରତିନିଧିତ୍ବ ୩.୬୮ ପ୍ରତିଶତ ରହିଛି-କେରଳମର ଆସନ ୩୦ ହେଲେ ପ୍ରତିନିଧିତ୍ବ ୩.୬୭ ପ୍ରତିଶତ ହେବ-ଗୃହ ମନ୍ତ୍ରୀ ଭାବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ଆଶ୍ବସ୍ତ କରିବାକୁ ଚାହୁଁଛି l
